This is a static archive of content published by the Centre for Internet and Society, India, at cis-india.org. Content is reproduced under its original licence. It was migrated by an automated script and may contain errors. Report an issue

Event

Odia Wikipedia Workshop at KISS

Published
When
Fri 10 Jan 2014, 9:00 AM – Fri 10 Jan 2014, 5:00 PM IST
Where
Kalinga Institute of Social Sciences, Bhubaneswar
Contact
Subhashish Panigrahi

A day long Odia Wikipedia workshop for post-graduate students and faculty members is being organized by the Centre for Internet and Society's Access to Knowledge (CIS-A2K) team at the Kalinga Institute of Social Sciences (KISS) on January 10.

Subhashish Panigrahi is conducting the workshop.


ଉଇକିପିଡ଼ିଆ:କର୍ମଶାଳା/ଭୁବନେଶ୍ୱର/୮

ଉଇକିପିଡ଼ିଆ ରୁ

ଭୁବନେଶ୍ୱରସ୍ଥିତ ଆଦିବାସୀ ଆବାସିକ ଅନୁଷ୍ଠାନ KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ)ଠାରେ ଏଠାକାର ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆଦିବାସୀମାନଙ୍କର ଭାଷା, ଚଳଣି ଓ ଜନ‌ଜୀବନ ବାବଦରେ ଅନେକ ଗବେଷଣାଭିତ୍ତିକ ପ୍ରସଙ୍ଗ ଏକାଧିକ ଭାଷାରେ ଲେଖିବାର ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନ‌ଥିକରଣ ତିନୋଟି ଭାଷାରେ (ଓଡ଼ିଆ, ଇଂରାଜୀ ଓ ହିନ୍ଦୀ)ରେ କରାଯାଇ KISS ୱେବସାଇଟରେ ଉପଲବ୍ଧ କରାଯିବ । ଏହି ପ୍ରସଙ୍ଗସମୂହ ଜ୍ଞାନ‌କୋଷ ପରିସରରେ ଥିବାରୁ ଏସବୁକୁ ଉଇକିକରଣ କରି ଉଇକିପିଡ଼ିଆର ପ୍ରସଙ୍ଗସବୁକୁ ସମୃଦ୍ଧ କରିବା ନିମନ୍ତେ ଏହି ଏହି କର୍ମଶାଳାର ଆୟୋଜନ କରାଯାଇଛି । ନ‌ଭେମ୍ବର ୧୪ (ଗୁରବାର‌) ଦିନ ସକାଳ ୧୧:୦୦ ରେ ଅନୁଷ୍ଠିତ ହୋଇ ଥିବା ପ୍ରଥମ କର୍ମଶାଳାରେ ଯୋଗଦେଇଥିବା ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହା ଏକ ଉନ୍ନତ କର୍ମଶାଳା । ଏଥିରେ ସେମାନଙ୍କୁ ଦିଆଯାଇଥିବା ପ୍ରସଙ୍ଗଗୁଡ଼ିକୁ ସେମାନେ ସମ୍ପାଦନା କରି ସେଥିରେ ଅଧିକ ତ‌ଥ୍ୟ ଯୋଡ଼ି ତାହାକୁ ଉନ୍ନ୍ତ କରିବେ । ସମ୍ପାଦନା ପରେ ଆଗାମୀ ଯୋଜନା ବଆବଦରେ ଆଲୋଚନା କରାଯିବ ।

ଏଥିରେ କଣ କଣ ଶିଖିବାକୁ ମିଳିବ?

  • ଓଡ଼ିଆରେ ଟାଇପିଂ
  • ଓଡ଼ିଆ ଉଇକିପିଡ଼ିଆରେ. ସମ୍ପାଦନା
  • ଆଗାମୀ ଯୋଜନା

ସ୍ଥାନ ଓ ସମୟ

KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ), ଭୁବନେଶ୍ୱର
ଜାନୁଆରି ୧୦ (ଶୁକ୍ରବାର‌), ସକାଳ ୦୯:୦୦

ଏହି କର୍ମଶାଳାରେ ଭାଗ ନେଉଥିବା ଉଇକିଆଳିଗଣ

  1. --ସୁଭାସିସ ପାଣିଗାହି (ମୋ ସାଙ୍ଗେ କ‌ଥାବାର୍ତ୍ତା)

ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଗଣ

କାମ ବିତରଣ

ନଭେମ୍ବର ମାସର କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ୧୧ଟି ଛୋଟ ଛୋଟ ଦଳରେ ଭାଗ କରାଯାଇଥିଲା । ପ୍ରତିଟି ଦଳ ଏକ ପ୍ରସଙ୍ଗ ଉପରେ ମିଳିତ କାମ ଆରମ୍ଭ କରିବେ । ତଳେ ପ୍ରସଙ୍ଗର ନାମ ଓ ଶିକ୍ଷକ ତ‌ଥା ଛାତ୍ରଛାତ୍ରୀଙ୍କ ନାମ ଦିଆଗଲା । ଆଜିର କର୍ମଶାଳାର ସମସ୍ତ ଅଂଶଗ୍ରହଣକାରୀ ନିଜ ନିଜର ପ୍ରସଙ୍ଗରେ କିଛି ଲେଖା ଆରମ୍ଭ କରିଛନ୍ତି । ଏହି କର୍ମଶାଳାରେ ସେମାନେ ଏହି ଲେଖାଗୁଡ଼ିକ ସମୂର୍ଣ୍ଣ କରିବେ ।

କ୍ର.ନଂ.ପ୍ରସଙ୍ଗ ନାମଶିକ୍ଷକଙ୍କ ନାମଶିକ୍ଷକଙ୍କ ନାମ    
ଛାତ୍ର/ଛାତ୍ରୀଙ୍କ ନାମଛାତ୍ର/ଛାତ୍ରୀଙ୍କ ନାମ
ସାନ୍ତାଳୀ ଲୋକସଂସ୍କୃତିମହତ ଶତପ‌ଥୀରୁକ୍ମଣ ବରିହାସମ୍ବାରୀ ମୁର୍ମୁ
ହୋ ପରବତରଣୀସେନ ସାମଡ
ହୋ ଜନ‌ଜାତିର ପର୍ବପର୍ବାଣୀଦୀପ୍ତିରଞ୍ଜନ ବେହେରାସୂର୍ଯ୍ୟମଣି ସଏତରଣୀସେନ ସାମଡ
ହୋ ଜନ‌ଜାତିର ବିବାହ ପ୍ରଥା‎ସୌମିତ୍ରୀ ସାମନ୍ତରାୟଜଗଦୀଶ କୁମାର ସିଂ
ଲାଞ୍ଜିଆ ସଉରା ଜନ‌ଜାତିର ଘର‎ପ୍ରୀତିନନ୍ଦା ରାୟସୁବାସ ଚନ୍ଦ୍ର ସାମଲଗିରିଜା ଶଙ୍କର ମଲିକ
ସାନ୍ତାଳୀ ପର୍ବପର୍ବାଣୀସାଇ ବିଶ୍ୱନାଥ ତ୍ରିପାଠୀପ୍ରିୟମ୍ବଦା ସ୍ୱାଇଁକାପୁରା ସୋରେନ
ସାନ୍ତାଳୀ ସଙ୍ଗୀତନୀଳିମା ସାମନ୍ତସୁଜ୍ଞାନୀ ରଥବାସୁଦେବ ମାରାଣ୍ଡି
ସାନ୍ତାଳୀ ଜନ ଜାତିର ଜୀବନ ଜୀବିକାଶୁଭଲକ୍ଷ୍ମୀ ମହାନ୍ତିକ୍ରିଷ୍ଣା ସୋରେନମହେନ୍ଦ୍ର ବେଶ୍ରା
ମୁଣ୍ଡା ଜନ‌ଜାତିସରୋଜିନୀ ସିଂ